କୋଟପାଡ଼,୨୬/୨(ସୁନିଲ୍ କୁମାର ଦାଶ): ଜନତା ବିହୀନ ଜନସମ୍ପର୍କ କାର୍ଯ୍ୟକ୍ରମ ବ୍ଲକ ଅଫିସ ଅନୁଷ୍ଠିତ ହୋଇଯାଇଛି । ଯେଉଁ ଥିରେ କି, ଯୋଗ ଦେଇଥିଲେ ଜନତା, ନା ଜନ ପ୍ରତିନିଧି, ସାମ୍ବାଦିକ ଖାଲି କିଛି ଆଶା, ଅଙ୍ଗନବାଡି, ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧରି ଚାଲିଥିଲା କାର୍ଯ୍ୟକ୍ରମ l ଷ୍ଟାଫ ମଧ୍ୟରେ ହିଁ ଚାଲିଥିଲା ବନ୍ଧୁମିଳନ l ଜନତା, ଜନପ୍ରତିନିଧି ଓ ସାମ୍ୱାଦିକ ଏ ନେଇ ବ୍ଲକ ଅଫିସ ତରଫ ରୁ କିଛି ସୂଚନା ପାଇନଥିବା ର ସମ୍ବାଦ ଦେଇଛନ୍ତି l ଯଦି ଏହା ଜନସମ୍ପର୍କ କାର୍ଯ୍ୟକ୍ରମ ତେବେ ଜନତା ବାଦ ପଡିଲେ କାହିଁକି l ଏହା ଏକ ବଡ଼ ପ୍ରଶ୍ନ l ସରକାରୀ ଜନସମ୍ପର୍କ କାର୍ଯ୍ୟକ୍ରମର କିପରି ବିଜୟ ପତାକା ଉଡ଼ା ଯାଇଛି ଏହା ଏକ ଜ୍ୱଳନ୍ତ ଉଦାହରଣ l