ବର୍ଷାରେ ବେହାଲ ପଦ୍ମପୁର

258
ADVERTISEMENT

ପଦ୍ମପୁର,୭/୨( ରାକେଶ କୁମାର ଦାଶ) : ଲଗାତାର ଦୁଇ ଦିନ ହେବ ବର୍ଷା ଲାଗି ରହିଛି ଶୀତ ଦିନରେ ଅଦିନିଆ ବର୍ଷାଙ୍କୁ ନେଇ ବହୁ ଲୋକ ଅସ୍ତବ୍ୟସ୍ତ ହେଉଛନ୍ତି, ଦୋକାନ ବଜାର ବନ୍ଦ ହୋଇ ସମସ୍ତ ବ୍ୟବସାୟିକ କାରବାର ବନ୍ଦ ରହିଛି । ଛୋଟ ପିଲା ମାନେ ସ୍କୁଲ ଯିବା ପାଇଁ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି, ଲୋକେ ଘରୁ ବାହାରକୁ ଯିବା ପାଇଁ ନା ପସନ୍ଦ କରୁଛନ୍ତି ।

Advertisement