ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଜାର ପ୍ରସ୍ତୁତି

975
ADVERTISEMENT

ବାଲିଗୁଡ଼ା,୭।୧୨(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମିନି ଷ୍ଟାଡିୟମ ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଜୋରଜାର ବ୍ୟାପକ ପ୍ରସ୍ତୁତି ଚାଲିଛି ଏହି ପ୍ରସ୍ତୁତିରେ ବାଲିଗୁଡ଼ା କ୍ରୀଡ଼ା ସଂଘର ସମ୍ପାଦକ ସୁଶାନ୍ତ କୁମାର ଦାସ, ଉପଦେଷ୍ଟା ବି ସୁବାଷ ପାତ୍ର ଓ ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟରେ ଲିପ୍ତ ଅଛନ୍ତି ।

Advertisement