କଟକ,୨୦ା୧୧(ଡି.ଏଚ) : କଟକ ମହାନଦୀ ଶରଣରେ ଚାଲୁରହିଥିବା ଯାତ୍ରାଟି ରାଜ୍ୟ ସ୍ତରୀୟ ବିଖ୍ୟାତ ପ୍ରସିଦ୍ଧ କୁଆଯାଉଥିବା ବାଲିଯାତ୍ରା ଆଜିର ୮ମ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଓ ରାଜ୍ୟରୁ ଲକ୍ଷାଧିକ ଲୋକ ଆସୁଥିବା ଦେଖିବାକୁ ମିଳିଛି ଏହି ସନ୍ଧ୍ୟାଟି ରାଜ୍ୟ ସରକାରଙ୍କ ଯୋଜନା ଠାରୁ ଆରମ୍ଭ କରି ଉତ୍କଳରାଜ୍ୟର ବିଭିନ୍ନ ଜିଲ୍ଲାର ହସ୍ତଶିଳ୍ପୀ ମାନଙ୍କ ପ୍ରତିଭାକୁ ଲୋକାଭିମୁଖି କରିବା ସହ ଚାଲିଥିବା ବାଲି ଯାତ୍ରାରେ ବିଭିନ୍ନ ଜାତୀୟ ବିପର୍ଯ୍ୟ ସୁରକ୍ଷିତ ଜନ୍ତ୍ରlନ୍ସ ସାଙ୍ଗକୁ ଦେଶ ସୁରକ୍ଷା ବଳୟରେ ନିୟଜିତ ଥିବା ସୁରକ୍ଷା ବାହିନୀର ବିଭିନ୍ନ ସୁରକ୍ଷାଯନ୍ତ୍ରପାତି ଗୁଡିକର ସୌନ୍ଦର୍ଯ୍ୟ କଳାକୃତିକୁ ଦର୍ଶକାଭିମୁଖି କରିବା ସହ ହିନ୍ଦୀସିନେମାର ପରାଦା ପଛର ଗୀତ ଗାୟକ ତଥା ଦେଶସ୍ତରୀୟ ଜଣା ଶୁଣା ବଲ୍ଲୀଉଡ଼ ଜଗତର ଗାୟକ କେ କେ ଦେଶର ବିଭିନ୍ନ ସ୍ଥାନର ପରିଚୟରେ ତାଙ୍କ ନାମ କ୍ରିଷ୍ଣା କୁମାରଙ୍କ ଗୀତଗୁଡିକକୁ ଶୁଣି ସେଠାରେ ବହୁ ଅତିଥି ଉପସ୍ଥିତ ଥିବା ବେଳେ ଯୁବକ ମାନେ ଡାନ୍ସରେ ମଜବୂଲ ରହି ଉପସ୍ଥିତ ଅନ୍ୟ ଦର୍ଶକଙ୍କୁ ମଧୁଆଲା କରିଛନ୍ତି l ତତ ସହ ଯାତ୍ରାର ସୌନ୍ଦର୍ଯ୍ୟକୁ ନେଇ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବିଭିନ୍ନ ପ୍ରକାର ରାମ ଦୋଳି ଠାରୁ ଆରମ୍ଭ କରି ବ୍ରେକ ଡାନ୍ସ ଓ ବିଭିନ୍ନ ରକମର ଖେଳନା ଟ୍ରେନରେ ମଧ୍ୟ ସାଧାରଣ ଦର୍ଶକଙ୍କ ଠାରେ ଉପସ୍ଥିତ ରହିଥିବା ଯୋଗୁଁ ଦର୍ଶକ ମାନେ ସେଥିରେ ବସି ଘୁରିବୁଲିବା ରେ ଆନନ୍ଦ ଉପଭୋଗ ମଧ୍ୟ କରିଥିଲେ l ଏଥିରେ କଟକ କମିସନରରେଟ ପୋଲିସ ସଦଳବଳେ ବେଶ ଶୃଙ୍ଖଳାରେ ଯାତ୍ରା ଚାଲିରହିଥିବା ସୂଚନା ମିଳିଛି l ଏଥିରେ ଜ଼ିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କ ସହଯୋଗରେ ଯାତ୍ରା ଚାଲୁରହିଥିବା ଜଣା ପଡୁଛି l

