ରାୟଗଡା,୨୮।୧୦(ଡ଼ି.ଏଚ/ସୁଶାନ୍ତ ମହାରଣା ) : ଦରା କଣ୍ଡାଗରୀରେ ଆଜି excise department ର IIC ବିଜୟ ଲକ୍ଷ୍ମୀ ହୁଇକା, ସେସଖାଲ ଥାନା ଷ୍ଟାଫ ଦ୍ୱାରା ଏକ ବଡ଼ ଧାରଣର ରାଇଡ଼ ମିରବାଲି ଗ୍ରାମରେ ହୋଇଥିଲା ।ଏଥିରେ 3000 ଲିଟର ମହୁଲ ପୋଚ ନଷ୍ଟ କରାଗଲା । ଏବଂ ଜଣେ ବ୍ୟକ୍ତିଙ୍କୁ ଧରି କୌର୍ଟ ଚାଲଣ କରିଛନ୍ତି ।
