ଭୁବନେଶ୍ୱର,୨୪/୧୦(ଡ଼ି.ଏଚ): ଲଗାଣ ବର୍ଷା ଯୋଗୁଁ ବିଶାଖାପାଟଣା-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ, ବିଶାଖାପାଟଣା-ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ ,ମେମୁ ପାସ୍ ଟ୍ରେନ୍, ବିଶାଖାପାଟଣା-ବ୍ରହ୍ମପୁର ଓ୍ୱାନ୍ ପେୟାର ପାସେଞ୍ଜର ଟ୍ରେନ୍ ବାତିଲ୍ କରାଯାଇଛି ।