କଟକ,୧୯/୧୦(ଡି.ଏଚ ) : ବେଆଇନ ବାଣ କାରବାର ଉପରେ ବଡ଼ ଧରଣର ଚଢାଉ କରାଯାଇଛି । ଜଗତପୁର ଥାନା ତ୍ରିଲୋଚନପୁର, ମହାଜନପୁର ଅଞ୍ଚଳରେ ଚଢ଼ଉ କରାଯାଇଛି । ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ସହ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଥାନାରେ ୮ ବେପାରୀଙ୍କୁ ଅଟକ ରଖିଛି ପୁଲିସ୍,୪ ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସରଙ୍କ ରାତି ଅଧିଆ ରେଡ୍ କରିଛନ୍ତି ।