ବିଜେପୁର ଉପନିର୍ବାଚନ ପ୍ରଚାର ନିମନ୍ତେ ‘ରୋଡ ସୋ’ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ

276
ADVERTISEMENT

ବରଗଡ଼,୧୮/୧୦(ଡି.ଏଚ) : ବିଜେପୁର ଉପନିର୍ବାଚନ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ରାଜ୍ୟ ଅଧ୍ୟକ୍ଷ ବସନ୍ତ ପଣ୍ଡା ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କୁ ଧରି ରୋଡ ସୋ’ କରୁଥିବାର ଦେଖିବାକୁ ମିଳୁଛି। ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଏନ୍ଏସି, ବରପାଲି ବ୍ଲକର ବନ୍ଧପାଲି ପଞ୍ଚାୟତ, ଗୋପେଇପାଲି ପଞ୍ଚାୟତ ଏବଂ ବରପାଲି ଏନ୍ଏସି ଅଞ୍ଚଳରେ ରୋଡ୍ ସୋ’ କରିଛନ୍ତି ।

Advertisement