୭୨ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀରେ ଫେଲ୍

262
ADVERTISEMENT

ଭୁବନେଶ୍ୱର୧୪/୬(ଦୁନିଆ ହାଲଚାଲ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭୨ ପ୍ରତିଶତ କେବଳ ଇଂରାଜୀ ପେପର୍‌ରେ ଫେଲ୍‌ ହୋଇଛନ୍ତି। ଫଳରେ ପାସ୍ ହାର କମିଛି । ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି,“ ଇଂରାଜୀ ପାଠକୁ ଅଧିକ କ୍ରିୟାଶୀଳ କରିବାକୁ କାର୍ଯ୍ୟ ଆରମ୍ଭ କରାଯିବ। ଆସନ୍ତା ୨୧ତାରିଖରୁ ମୁଁ ବ୍ୟକ୍ତିଗତ ଭାବେ ବିଭିନ୍ନ ସ୍କୁଲ ପରିଦର୍ଶନରେ ଯିବି। ଇଂରାଜୀ ପରୀକ୍ଷା ଫଳ ଖରାପ ହେବାର କାରଣ କ’ଣ, ସେନେଇ ଅନୁଧ୍ୟାନ କରାଯିବ।





Advertisement