ମୁଖ୍ୟ ଖବରରାଜ୍ୟ କଟକ:ଏସ୍ସିବି ମେଡିକାଲର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ By Dunia Halchal - April 9, 2019 385 Share FacebookTwitterPinterestWhatsApp ADVERTISEMENT କଟକ, (ଦୁନିଆ ହାଲ୍ ଚାଲ୍):ଗତକାଲି ରାତିରେ କଟକ ଏସ୍ସିବି ମେଡିକାଲ କଲେଜର ରେକର୍ଡ ବିଭାଗରେ ଅଗ୍ନିକାଣ୍ଡ ଘଟିଛି। ଏନେଇ ଖବର ପାଇ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। Advertisement