ନୂଆଦିଲ୍ଲୀ,୨୭/୪(ଡ଼ି.ଏଚ ବ୍ୟୁରୋ):-ଝାଡ଼ଖଣ୍ଡ ରାଞ୍ଚିର ଚତରାରେ ଭାରସାମ୍ୟ ହରାଇ ଗଛକୁ ପିଟି ଓଲଟିଲା ସ୍କର୍ପିଓ l ଏହି ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ ଜଣ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତି । ମୃତକମାନେ ହେଲେ ନବବିବାହିତା ମହିଳା ପ୍ରୀତି କୁମାରୀ (୨୩), ତାଙ୍କ ପିଉସୀ ପିଙ୍କି କୁମାରୀ (୩୦) ଓ ମା’ ବିମଳା ଦେବୀ (୬୦)।