କାର ଭାରସ୍ୟାମ ହରାଇ ଖାଲକୁ ଖସିପଡିବା ଫଳରେ ଛଅ ଜଣଙ୍କର ମୃତ୍ୟୁ ।

4
ADVERTISEMENT

ନୂଆଦିଲ୍ଲୀ,୨୧/୪(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶର ରାଇସେନରେ ବର ଏବଂ କନ୍ୟାକୁ ନେଇ ଯାଉଥିବା ଏକ କାର ଭାରସ୍ୟାମ ହରାଇ କଲଭର୍ଟରେ ପିଟି ହୋଇ ଖାଲକୁ ଖସିପଡିବା ଫଳରେ ଛଅ ଜଣଙ୍କର ମୃତ୍ୟୁ । । ଏବଂ ଦୁର୍ଘଟଣାରେ ବର କନ୍ୟା ସମେତ ତିନି ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତି। କାରରେ ମୋଟ ୯ଜଣ ଥିଲେ।

Advertisement