ଘର ସାମ୍ନାରୁ ଜଣେ ୧୧ ବର୍ଷର ନାବାଳକ ନିଖୋଜ ।

6
ADVERTISEMENT

ପୁରୀ,୨୦/୪(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲା ଡେଲାଙ୍ଗ ଥାନା ସୂଜନପୁର ପଞ୍ଚାୟତ ଅନ୍ତର୍ଗତ ରତନପୁର ଗ୍ରାମରେ ଘର ସାମ୍ନାରୁ ଜଣେ ୧୧ ବର୍ଷର ନାବାଳକ ନିଖୋଜ । ନାବାଳକଙ୍କୁ କେହି ଅପହରଣ କରିନେଇଥିବା ସନ୍ଦେହ କରାଯାଉଥିବାବେଳେ ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏବଂ ବିଭିନ୍ନ ଦିଗକୁ ନେଇ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Advertisement