ରାସ୍ତାପାର୍ଶ୍ବ ଗଛରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ।

14
ADVERTISEMENT

ଖୋର୍ଦ୍ଧା,୧୭/୪,(ଡ଼ି.ଏଚ ବ୍ୟୁରୋ):-ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଗୌଡ଼ପାଟଣା ଗାଁ ନିକଟ ରାସ୍ତାପାର୍ଶ୍ବ ଗଛରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ଉଭୟେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉ ଥିବାବେଳେ ମୃତଦେହଠାରୁ କିଛି ଦୂର ରାସ୍ତା ଉପରେ ଏକ ସ୍କୁଟି ଦେଖିବାକୁ ମିଳିଛି l ଏବଂ ଜଙ୍କିଆ ଥାନା ପୁଲିସ ର ଘଟଣାସ୍ଥଳରେ ତଦନ୍ତ ଜାରି ।

Advertisement