ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗଣ୍ଡଗୋଳ ଘଟି ବୋମାମାଡ ।

17
ADVERTISEMENT

ପୁରୀ,୧୧/୪(ଡ଼ି.ଏଚ ବ୍ୟୁରୋ):-ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଜମାଲପୁର ଗ୍ରାମରେ ଗଣ୍ଡଗୋଳ ଘଟି ବୋମାମାଡ । ଏଥିରେ ରାଜକିଶୋର ନାୟକ ନାମକ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଥିବା ବେଳେ ଜଣେ ଶିଶୁ ସମେତ ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇ ଭୁବନେଶ୍ୱର ଏମସରେ ଭର୍ତ୍ତି ।ଏବଂ ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ଓ ସାଇଣ୍ଟିଫିକ ଟିମ ପହଂଚି ଜୀବନ୍ତ ବୋମା ଓ ଫୁଟା ବୋମାର ସୁତୁଲି ଓ ଗୋଡି ଜବତ କରିଛି ।

Advertisement