ବ୍ରହ୍ମପୁର,୧୦/୪(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବେଢ଼ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ବିଷ ପିଇ ଆତ୍ମହତ୍ୟା କଲେ ବୃଦ୍ଧ ଦମ୍ପତି । ମୃତ ଦମ୍ପତି ଲଡ଼ୁକିଶୋର ମହାରଣା ଓ ସଜନୀ ମହାରଣାହୋଇଥିବାବେଳେ ସେମାନେ ୩ ଲକ୍ଷରୁ ଅଧିକ ଟଙ୍କା ଗ୍ରୁପ୍ ଋଣ ଆଣିଥିଲେ। । ଏବଂ ଋଣ ଭାର ଅସହ୍ୟ ହେବାରୁ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିଲେ l