ବ୍ରହ୍ମପୁର,୧୧/୩(ଡ଼ି.ଏଚ ବ୍ୟୁରୋ):- ଗଂଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟା ପାଟଣା ଏବଂ କତୁରୁ ଗାଁ ମଧ୍ୟରେ ନୂଆଁମୁହାଣ ଖୋଳାକୁ ନେଇ ଗୋଷ୍ଠୀ ସଂଘର୍ଷ । ଏହି ଗୋଷ୍ଠୀ ସଂଘର୍ଷରେ ୭ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ଥିବାବେଳେ ଗୋଳନ୍ଥରା ଥାନା ପୁଲିସ ଉଭୟ ଗାଁର ୪୦ଜଣଙ୍କୁ ଗିରଫ କରିଛି। ଏବଂ ଗାଁରେ ୧୬୩ ଧାରା ଲାଗୁ କରିବା ସହ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଛି।