ବେଆଇନ ଗୋଚାଲାଣବେଳେ ମୋରଡ଼ା ଥାନା ପୋଲିସ ପକ୍ଷରୁ ୧୮୫ଟି ମଇଁଷି ଉଦ୍ଧାର ।

14
ADVERTISEMENT

ମୟୂରଭଞ୍ଜ,୧୧/୩(ଡ଼ି.ଏଚ ବ୍ୟୁରୋ):-ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧୀନ ଖୁରୁଣ୍ଟିଆ ନିକଟରେ ବେଆଇନ ଗୋଚାଲାଣବେଳେ ମୋରଡ଼ା ଥାନା ପୋଲିସ ପକ୍ଷରୁ ୧୮୫ଟି ମଇଁଷି ଉଦ୍ଧାର ।ଏବଂ ଏହି ମାମଲାରେ ୬ ଜଣ ଗୋଚାଲାଣକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ଥିବାବେଳେ ସେମାନେ ସମସ୍ତ ମଇଁଷି କୁ ପଶ୍ଚିମବଙ୍ଗ ଚାଲାଣ କରୁଥିଲେ ।

Advertisement