୧୦ ଜଣ ବାଂଲାଦେଶୀକୁ କ୍ରାଇମବ୍ରାଞ୍ଚ୍ ଏସ ଟିଏଫ୍ ଟିମ ଟ୍ରେନ୍ରୁ ଗିରଫ କରିଛି ।

18
ADVERTISEMENT

ଭୁବନେଶ୍ବର,୧୦/୩(ଡ଼ି.ଏଚ ବ୍ୟୁରୋ):-ବିନା ଭିସା ଓ ପାସ ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା ୧୦ ଜଣ ବାଂଲାଦେଶୀକୁ କ୍ରାଇମବ୍ରାଞ୍ଚ୍ ଏସ ଟି ଏଫ୍ ଟିମ ଟ୍ରେନ୍ରୁ ଗିରଫ କରିଛି । ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଜଣେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଥିବାବେଳେ ସେମାନ ଟ୍ରେନ ଯୋଗେ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାଉଥିଲେ ।

Advertisement