ଯାଜପୁର,୦୯/୨(ଡ଼ି.ଏଚ୍ ବ୍ୟୁରୋ):-ଯାଜପୁର ରୋଡ ଥାନା ସୋବରା ଅ଼ଞ୍ଚଳର ଓମ୍ ଡିଜିଟାଲ ଫିଲ୍ମ ଷ୍ଟୁଡିଓ ମାଲିକ ଦୀପକ କୁମାର ସାହୁଙ୍କୁ ବିଭତ୍ସ୍ୟ ହତ୍ୟା l ପୂର୍ବ ଶତ୍ରୁତାକୁ ନେଇ ଏଭଳି ବିଭତ୍ସ୍ୟ ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଏବଂ ସେ ଶୋଇଥିବା ଅବସ୍ଥାରେ କେହି ତାଙ୍କୁ ହତ୍ୟା କରିଛନ୍ତି ।