ଇଟା ବୋଝେଇ ଟ୍ରାକ୍ଟର ଓଲଟି ୩ ଶ୍ରମିକଙ୍କ ମୃତ୍ୟୁ ।

27
ADVERTISEMENT

ଗୁଣୁପୁର,୦୮/୨(ଡ଼ି.ଏଚ୍ ବ୍ୟୁରୋ):-ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଇଟା ବୋଝେଇ ଟ୍ରାକ୍ଟର ଓଲଟି ୩ ଶ୍ରମିକଙ୍କ ମୃତ୍ୟୁ । ଏଥିସହ ଟ୍ରାକ୍ଟର ଚାଳକ ସମେତ ଅନ୍ୟ ୪ ଶ୍ରମିକ ଗୁରୁତର ହୋଇ ଗୁଣପୁର ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Advertisement