ପବିତ୍ର ମାଘ ସପ୍ତମୀ ଉପଲକ୍ଷେ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଛନ୍ତି ସାଧୁସନ୍ଥ ଗଣ ସହ ଲକ୍ଷାଧିକ ଶ୍ରଦ୍ଧାଳୁ ।

10
ADVERTISEMENT

ଭୁବନେଶ୍ୱର,୦୪/୨(ଡି.ଏଚ ବ୍ୟୁରୋ ):-ଆଜି ପବିତ୍ର ମାଘ ସପ୍ତମୀ । ଏହି ମାଘ ସପ୍ତମୀ ଉପଲକ୍ଷେ ଭୋର୍ ସକାଳୁ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଛନ୍ତି ସାଧୁସନ୍ଥ ଗଣ ସହ ଲକ୍ଷାଧିକ ଶ୍ରଦ୍ଧାଳୁ । ଏହି ଦିନ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟି ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

Advertisement