ଆଇପିଏସ ଚାକିରି ଦେବା ନାଁରେ ଲୁଟ,ଜଣେ ଗିରଫ।

8
ADVERTISEMENT

ବ୍ରହ୍ମପୁର,୨୯/୧(ଡି.ଏଚ୍.ବ୍ୟୁରୋ):-ଆଇପିଏସ ଚାକିରି ଦେବା ନାଁରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଯୁବକଙ୍କଠାରୁ ୪୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ବ୍ରହ୍ମପୁର ଉପକଣ୍ଠ ଜଗଦଳପୁରର ଜି. କାହ୍ନା ପାତ୍ର ଗିରଫ । ପଶ୍ଚିମବଙ୍ଗ ପୁଲିସ ବ୍ରହ୍ମପୁର ନିମଖଣ୍ଡି ଥାନା ପୁଲିସ ସହଯୋଗରେ ଲୋଚାପଡା ଶ୍ରୀମା ନଗରରେ ରହୁଥିବା ଜଗଦଳପୁରର ଯୁବକ ଜି. କାହ୍ନା ପାତ୍ରଙ୍କୁ ଗିରଫ କରି ୫ ଦିନିଆ ଟ୍ରାଞ୍ଜିଟ ରିମାଣ୍ଡରେ ନେଇଛି।

Advertisement