ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

3
ADVERTISEMENT

ଭୁବନେଶ୍ୱର,୧୦/୧(ଡି.ଏଚ୍.ବ୍ୟୁରୋ):-କନ୍ଧମାଳରେ ଥଣ୍ଡାଲହରୀ ସାଙ୍ଗକୁ ଘନକୁହୁଡ଼ି ଜାରି ଥିବାବେଳେ  ଦାରିଙ୍ଗବାଡ଼ି ,ସିମନବାଡ଼ି, ବାଡ଼ାବାଙ୍ଗା, ପରପଙ୍କା, କୁତୁବାଡି, ଗ୍ରୀନବାଡ଼ି, ଶ୍ରାନିକେତା ଅଞ୍ଚଳରେ ତୁଷାରପାତ ଦେଖାଦେଇଛି । ଆଜି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୬.୮ ଡିଗ୍ରି  ଦାରିଙ୍ଗବାଡ଼ି‌ରେ  ୮ ଓ  ଘୁ.ଉଦୟଗିରିରେ  ସର୍ବନିମ୍ନ ତାପମାତ୍ରା ୫.୨ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଥିବା ବେଳେ ଘୁ.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ।

Advertisement