ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ।

36
ADVERTISEMENT

ନୂଆଦିଲ୍ଲୀ,୦୬/୧(ଡି.ଏଚ୍.ବ୍ୟୁରୋ):-ବିହାରର ଜନ ସୂରଜ ପାର୍ଟି ଅଧ୍ୟକ୍ଷ ପ୍ରଶାନ୍ତ କିଶୋରଙ୍କୁ ଗିରଫ କରିଛି ପୁଲିସ। ପlଟନାର ଗାନ୍ଧୀ ମଇଦାନଠାରେ ପ୍ରଶାନ୍ତ ଆମରଣ ଅନଶନ ଚଳାଇଥିବାବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା। ସେ ବିହାର ଲୋକସେବା ଆୟୋଗ(ବିପିଏସସି)ର ୭୦ତମ ପ୍ରାରମ୍ଭିକ ପରୀକ୍ଷା ବାତିଲ ଦାବିରେ ଆମରଣ ଅନଶନ କରୁଥିଲେ।

Advertisement