ଭୁବନେଶ୍ୱର,୦୬/୧(ଡି.ଏଚ୍.ବ୍ୟୁରୋ):-ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ରାଜଧାନୀର ଲୋୟର ପିଏମଜିଠାରେ ବିଜେଡିଦଳ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ବିଶାଳ ଗଣ ବିକ୍ଷୋଭ । ଏଥିରେ ରାଜ୍ୟର ହଜାର ହଜାର ଜନତା ସାମିଲ ହେବl ସହ ବିଜେପି ଦେଇଥିବା ମିଛ ପ୍ରତିଶ୍ରୁତି ଓ ବିଫଳ ଅର୍ଥନୈତିକ ପରିଚାଳନା ଏବଂ ଅହେତୁକ ଦରବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି।