ବୋରୱେଲ ଭିତରକୁ ଖସି ପଡ଼ିଥିବା ୩ ବର୍ଷର ଶିଶୁକନ୍ୟା ର ମୃତ୍ୟୁ ।

11
ADVERTISEMENT

ନୂଆଦିଲ୍ଲୀ,୦୨/୧(ଡି.ଏଚ୍.ବ୍ୟୁରୋ):-ରାଜସ୍ଥାନର କୋଟପୁଟଲିରେ ୧୦ ଦିନ ତଳେ ବୋରୱେଲ ଭିତରକୁ ଖସି ପଡ଼ିଥିବା ୩ ବର୍ଷର ଶିଶୁକନ୍ୟା ର ମୃତ୍ୟୁ । ଆଜି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ସେ ଡିସେମ୍ବର ୨୩ ତାରିଖ ଦିନ ୭୦୦ ଫୁଟ ଗଭୀର ଏକ ନଳକୂପ ଭିତରେ ଖସି ପଡ଼ିଥିଲେ।

Advertisement