ନୂଆଦିଲ୍ଲୀ,୦୧/୧(ଡି.ଏଚ୍.ବ୍ୟୁରୋ):-ବିଦାୟ ନେଇଛି ୨୦୨୪। ନୂଆ ଆଶା ଓ ନୂଆ ଉଦ୍ଦୀପନା ନେଇ ପାଦ ଥାପିଛି ନୂଆବର୍ଷ ୨୦୨୫। ସବୁଠି ଚାଲିଛି ନୂଆବର୍ଷ ସେଲିବ୍ରେସନ୍। ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।