ଜାତୀୟ ଉତ୍ତର ଭାରତରେ ପ୍ରବଳ ଥଣ୍ଡାସହ ଘନ କୁହୁଡି । By Dunia Halchal - January 1, 2025 13 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୦୧/୧(ଡି.ଏଚ୍.ବ୍ୟୁରୋ):-ଉତ୍ତର ଭାରତରେ ପ୍ରବଳ ଥଣ୍ଡାସହ ଘନ କୁହୁଡି । ଶୀତଲହର ଯୋଗୁଁ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଦିଲ୍ଲୀ-ଏନସିଆର ସମେତ ଅନେକ ରାଜ୍ୟରେ ଜୀବନ ପ୍ରଭାବିତ ହୋଇଥିବାବେଳେ ଆଗାମୀ ଦିନରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା ଅଛି । Advertisement