ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ତଳେ ଦୁଇଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ l

17
ADVERTISEMENT

ବ୍ରହ୍ମପୁର,୩୦/୧୨(ଡି.ଏଚ୍.ବ୍ୟୁରୋ):-ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ତଳେ ଦୁଇଜଣଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ l ଏହି ମାମଲାରେ ପୁଲିସ ୪ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ଆକ୍ରମଣରେ ବ୍ୟବହୃତ ୨ଟି ଖଣ୍ଡା ଜବତ କରିଛି। ସେ ମାନେ ହେଲେ ହଳଦିଆପଦର ହରିଜନ ସାହିର ସୁବାଷ ଦାସ୍(୨୪) ଓ କିରନ ବେହେରା (୨୧), କନିଷି ଭଗବତୀ ନଗରର ଆଶିଷ ଦଳାଇ (୨୨) ଓ ବଡ କୁସମୀର କୁରେଶ ଦାସ l

Advertisement