ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବାକୁ ମନୋନୀତ ହୋଇପାରି ନାହିଁ।

18
ADVERTISEMENT

ନୂଆଦିଲ୍ଲୀ,୨୩/୧୨(ଡି.ଏଚ୍.ବ୍ୟୁରୋ):-ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଛନ୍ତି। କିନ୍ତୁ ଓଡ଼ିଶାର ପ୍ରଜ୍ଞାପନ ମେଢ ପରେଡରେ ସାମିଲ ହେବାକୁ ମନୋନୀତ ହୋଇପାରି ନାହିଁ। ଏପରିକି ଦିଲ୍ଲୀ ସରକାରଙ୍କ ପ୍ରଜ୍ଞାପନ ମେଢ ମଧ୍ୟ ଏହି ମନୋନୟନରୁ ବାଦ୍ ପଡିଛି।

Advertisement