ପତ୍ନୀ ନିକିତା, ନିକିତାଙ୍କ ମାଆ ଓ ଭାଇକୁ ଗିରଫ କରିଛି ବେଙ୍ଗଲୁରୁ ପୁଲିସ୍।

41
ADVERTISEMENT

ଭୁବନେଶ୍ୱର,୧୫/୧୨(ଡି.ଏଚ୍.ବ୍ୟୁରୋ):-ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷ ଙ୍କ ଆତ୍ମହତ୍ୟା ଘଟଣାରେ ପୁଲିସ ତାଙ୍କ ପତ୍ନୀ ନିକିତା, ନିକିତାଙ୍କ ମାଆ ଓ ଭାଇକୁ ଗିରଫ କରିଛି। ବେଙ୍ଗଲୁରୁ ପୁଲିସ୍ ଗୁରୁଗ୍ରାମରୁ ପତ୍ନୀ ନିକିତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ମାଆ ଏବଂ ଭାଇକୁ ଉତ୍ତରପ୍ରଦେଶ ପ୍ରୟାଗରାଜରୁ ଗିରଫ କରିଥିବା ସୂଚନା ମିଳିଛି। ମୃତ୍ୟୁ ପୂର୍ବରୁ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ ଅତୁଲ।

Advertisement