ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି ।

30
ADVERTISEMENT

ଭୁବନେଶ୍ୱର,୧୫/୧୨(ଡି.ଏଚ୍.ବ୍ୟୁରୋ):-ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି । ଜି.ଉଦୟଗିରିରେ ରାତି ତାପମାତ୍ରା ୫.୨ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ସେମିଳିଗୁଡ଼ା ଓ ଫୁଲବାଣୀରେ ୯, ରାଉରକେଲା ୭.୨, କିରେଇ ୮.୮, ଦାରିଙ୍ଗବାଡ଼ି ୧୦.୫, ବୌଦ୍ଧ ୧୦.୨, ଚିପିଲିମା ୧୦.୨, ଝାରସୁଗୁଡ଼ା ୮, ସୁନ୍ଦରଗଡ଼ ୧୦, ଭୁବନେଶ୍ୱର ୧୪ ଏବଂ କଟକରେ ୧୨ଡିଗ୍ରୀ ରହିଛି।

Advertisement