ଆରଜି କର ହସ୍ପିଟାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ ପ୍ରଦାନ ।

21
ADVERTISEMENT

ନୂଆଦିଲ୍ଲୀ,୧୪/୧୨(ଡି.ଏଚ୍.ବ୍ୟୁରୋ):-କୋଲକାତାର ସ୍ୱତନ୍ତ୍ର ସିବିଆଇ ଅଦାଲତ ଆରଜି କର ହସ୍ପିଟାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଜାମିନ ପ୍ରଦାନ କରିଛନ୍ତି। ବାଧ୍ୟତାମୂଳକ ୯୦ ଦିନ ମଧ୍ୟରେ ସିବିଆଇ ଚାର୍ଜସିଟ୍ ଦାଖଲ କରିବାରେ ବିଫଳ ହୋଇଥିବାରୁ ଜାମିନ ମଞ୍ଜୁର କରାଯାଇଛି।

Advertisement