ଘରୋଇ ଅର୍ଥୋପେଡିକ୍ ହସ୍ପିଟାଲରେ ବଡଧରଣର ଅଗ୍ନିକାଣ୍ଡ ।

26
ADVERTISEMENT

ନୂଆଦିଲ୍ଲୀ,୧୩/୧୨(ଡି.ଏଚ୍.ବ୍ୟୁରୋ):-ତାମିଲନାଡୁର ଡିଣ୍ତିଗୁଲ ସ୍ଥିତ ଏକ ଘରୋଇ ଅର୍ଥୋପେଡିକ୍ ହସ୍ପିଟାଲରେ ବଡଧରଣର ଅଗ୍ନିକାଣ୍ଡ । ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ଏବଂ ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉ ଥିବା ବେଳେ ବର୍ତ୍ତମାନ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ।

Advertisement