ଜାତୀୟରାଜ୍ୟ ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିବl ଫଳରେ ଦୁର୍ଘଟଣାରେ ବସ ଚାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ । By Dunia Halchal - December 11, 2024 18 Share FacebookTwitterPinterestWhatsApp ADVERTISEMENT ନୂଆଦିଲ୍ଲୀ,୧୧/୧୨(ଡି.ଏଚ୍.ବ୍ୟୁରୋ):-ହିମାଚଳପ୍ରଦେଶ କୁଲ୍ଲୁ ଜିଲାର ଆନୀ ଅଞ୍ଚଳରେ ଭାରସ୍ୟାମ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍ ଗଭୀର ଖାତକୁ ଖସିପଡ଼ିବl ଫଳରେ ଦୁର୍ଘଟଣାରେ ବସ ଚାଳକ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଅନେକ ଲୋକ ଆହତ ହୋଇଛନ୍ତି। Advertisement