ମଧ୍ୟପ୍ରଦେଶ,୦୭/୧୨(ଡି.ଏଚ୍.ବ୍ୟୁରୋ):-ମଧ୍ୟପ୍ରଦେଶରେ ଜଣେ ଦ୍ଵାଦଶ ଶ୍ରେଣୀର ଛାତ୍ର ସ୍କୁଲ ଅଧ୍ୟକ୍ଷଙ୍କୁ ଗୁଳି କରି ହତ୍ୟା କରିଛି। ଛାତ୍ର ଜଣକ ସ୍କୁଲ ଓ୍ବାଶରୁମ ଭିତରେ ଅଧ୍ୟକ୍ଷଙ୍କ ମୁଣ୍ଡକୁ ଗୁଳି କରିବାରୁ ଘଟଣାସ୍ଥଳରେ ଅଧ୍ୟକ୍ଷଙ୍କର ମୃତ୍ୟୁ ଘଟିଛି l ଏବଂ ମୃତ ଅଧ୍ୟକ୍ଷ ଜଣକ ସୁରେନ୍ଦ୍ର କୁମାର ସକସେନା ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ଛାତ୍ରକୁ ପଚରାଉଚରା ଜାରି କରିଛି ।