ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ ।

15
ADVERTISEMENT

ନୂଆଦିଲ୍ଲୀ,୦୬/୧୨(ଡି.ଏଚ୍.ବ୍ୟୁରୋ):-ନିର୍ବାଚନର ପୂର୍ବରୁ ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ । ଏନେଇ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ରାମ ନିବାସ ଗୋଏଲ ।

Advertisement