ଏଣିକି ବ୍ୟାଙ୍କ ଠକେଇର ମିଳିତ ତଦନ୍ତ କରିବେ ସିବିଆଇ ଏବଂ ଆରବିଆଇ।

14
ADVERTISEMENT

ନୂଆଦିଲ୍ଲୀ,୦୫/୧୨(ଡି.ଏଚ୍.ବ୍ୟୁରୋ):-ଏଣିକି ବ୍ୟାଙ୍କ ଠକେଇର ମିଳିତ ତଦନ୍ତ କରିବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଏଥିରେ ଦେଶର ଅନ୍ୟ ଛୋଟ ଛୋଟ ବ୍ୟାଙ୍କଗୁଡ଼ିକ ସହଯୋଗ କରିବେ। ଏ ନେଇ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗ (ପକ୍ଷରୁ ଫ୍ରସ୍ତାବ ଦିଆଯାଇଛି।

Advertisement