ଆଗ୍ରାସ୍ଥିତ ତାଜମହଲକୁ ବୋମା ଦ୍ବାରା ଉଡାଇଦେବାକୁ ଏକ ଧମକପୂର୍ଣ୍ଣ ଇ-ମେଲ ।

16
ADVERTISEMENT

ନୂଆଦିଲ୍ଲୀ,୦୪/୧୨(ଡ଼ି.ଏଚ୍.ବ୍ୟୁରୋ):-ଆଗ୍ରାସ୍ଥିତ ତାଜମହଲକୁ ବୋମା ଦ୍ବାରା ଉଡାଇଦେବାକୁ ଉତ୍ତର ପ୍ରଦେଶ ପର୍ଯ୍ୟଟନ ବିଭାଗକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଫଳରେ ସନ୍ଧାନୀ କୁକୁର ସହ ବୋମା ନିଷ୍କ୍ରିୟକାରୀ ଦଳ ତାଜମହଲ ପରିସରରେ ପହଞ୍ଚି ଯାଞ୍ଚ କରିଛନ୍ତି । ଏବଂ ଅଧିକ ତଦନ୍ତ ନିମନ୍ତେ ଉକ୍ତ ଧମକପୂର୍ଣ୍ଣ ଇ-ମେଲକୁ ଉତ୍ତର ପ୍ରଦେଶ ପୁଲିସକୁ ହସ୍ତାନ୍ତର କରିଛନ୍ତି।

Advertisement