ଥାଇଲାଣ୍ଡ ଓ ମାଲେସିଆରେ ପ୍ରବଳ ବର୍ଷା।

14
ADVERTISEMENT

ନୂଆଦିଲ୍ଲୀ,୦୨/୧୨(ଡ଼ି.ଏଚ୍.ବ୍ୟୁରୋ):-ଥାଇଲାଣ୍ଡ ଓ ମାଲେସିଆରେ ପ୍ରବଳ ବର୍ଷା ଲାଗିଥିବାରୁ ସେଠାରେ ବନ୍ୟା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏବଂ ଥାଇଲାଣ୍ଡରେ ୯ o ମାଲେସିଆରେ ୩ ଜଣଙ୍କର ମୃତ୍ୟୁ ଘଟି ଥିବାବେଳେ ବନ୍ୟା ପ୍ରକୋପରେ ୫,ଲକ୍ଷରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି l ଓ ଅଧିକାଂଶ ଲୋକଙ୍କୁ ଅସ୍ଥାୟୀ ରିଲିଫ ଶିବିରରେ ଥଇଥାନ କରାଯାଇଛି।

Advertisement