ନକଲି ନୋଟ୍ ଦେଇ ଅସଲି ଟଙ୍କାଧରି ଚମ୍ପଟ ମାରୁଥିବା ବେଳେ ୨ଅଭିଯୁକ୍ତ ଗିରଫ, ୧୬ଲକ୍ଷ ଟଙ୍କା ଜବତ ।

15
ADVERTISEMENT

ବ୍ରହ୍ମପୁର,୨୯/୧୧(ଡ଼ି.ଏଚ୍.ବ୍ୟୁରୋ):-ବ୍ରହ୍ମପୁରର ଜଣେ ବ୍ୟବସାୟୀଙ୍କୁ ୧୯ଲକ୍ଷ ଟଙ୍କାର ନକଲି ନୋଟ୍ ଦେଇ ଠକେଇ ଉଦ୍ୟମ ହୋଇଛି। ନକଲି ନୋଟ୍ ଦେଇ ଅସଲି ୧୯ଲକ୍ଷ ଧରି ଚମ୍ପଟ ମାରୁଥିବା ବେଳେ ବୈଦ୍ୟନାଥପୁର ଥାନା ପୁଲିସ ୨ଅଭିଯୁକ୍ତଙ୍କୁ କାବୁ କରି ନଗଦ ୧୬ଲକ୍ଷ ଜବତ କରିଛି । ସେମାନେ ହେଲେ କଟକର ଅଜୟ ମହାପାତ୍ର ଓ ଶିବଶଙ୍କର ପାତ୍ରଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

Advertisement