ପୁଣି ଆସୁଛି ଆଉ ଏକ ବାତ୍ୟା ‘ଫେଙ୍ଗାଲ୍‌।

35
ADVERTISEMENT

ଭୁବନେଶ୍ବର,୨୬/୧୧(ଡ଼ି.ଏଚ୍.ବ୍ୟୁରୋ):- ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା ଫେଙ୍ଗାଲ । ଗଭୀର ଅବପାତରେ ପରିଣତ ହୋଇ ଆସନ୍ତାକାଲି ବାତ୍ୟାର ରୂପ ନେଇ ତାମିଲନାଡୁ ମୁହାଁ ହେବ ବାତ୍ୟା । କିନ୍ତୁ ଓଡ଼ିଶା ଉପରେ ଏହାର ପ୍ରଭାବ ପଡୁନଥିବାବେଳେ ଡିସେମ୍ବର ୧ ଯାଏଁ ଶୁଖିଲା ରହିବ ପାଗ ।

Advertisement