ଆଜି ହେଉଛି ସମ୍ବିଧାନ ଦିବସ ।

14
india flag and statue of blind lady justice ( themis )
ADVERTISEMENT

ଭୁବନେଶ୍ୱର,୨୬/୧୧(ଡ଼ି.ଏଚ୍.ବ୍ୟୁରୋ):-ଆଜି ହେଉଛି ସମ୍ବିଧାନ ଦିବସ ।ଏହି ଅବସରରେ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନୀ ଚରଣ ମାଝୀ ସମ୍ବିଧାନ ଦିବସ ଉପରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଆଜି ଆମ ସମସ୍ତଙ୍କ ପାଇଁ ପବିତ୍ର ଦିନ । ଏବଂ ସ୍ୱାଧିନ ଭାରତର ପୁଣ୍ୟ ଗ୍ରନ୍ଥ, ମାର୍ଗଦର୍ଶକ, ଆମ ସମ୍ବିଧାନ ।

Advertisement