ରାଉରକେଲା,୧୩/୨(ଡି.ଏଚ ବ୍ୟୁରୋ):-ରାଉରକେଲା ବନ୍ଧମୁଣ୍ଡା ଏ ସେକ୍ଟର ରେଲୱେ କ୍ୱାର୍ଟସରେ ଜଘନ୍ୟ ହତ୍ୟାକାଣ୍ଡ । ଜଣେ ଯୁବକଙ୍କୁ ଲୁହା ଛଡ଼ରେ ପିଟିପିଟି ନିର୍ମମ ଭାବେ ହତ୍ୟାକଲେ ଦୁଇ ଅସାମୀ। ଏବଂ ମୃତକ ଜଣକ ସ୍ଥାନୀୟ ଅଂଚଳର ଅମର ତନ୍ତୀ ହୋଇଥିବାବେଳେ ହତ୍ୟାର କାରଣ ଅସ୍ପଷ୍ଟ । ଏବଂ ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ହତ୍ୟା ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଥାନାରେ ଅଟକ ରଖିଛି।