ଆଞ୍ଚଳିକରାଜନୀତିରାଜ୍ୟ ମାସିକ ପେନସନ୍ ୫୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । By DuniaHalchal - February 11, 2024 36 Share FacebookTwitterPinterestWhatsApp ADVERTISEMENT ଭୁବନେଶ୍ୱର,୧୧/୨(ଡି.ଏଚ ବ୍ୟୁରୋ):-ମଧୁବାବୁ ପେନସନ୍ ଯୋଜନା ଓ ସାମାଜିକ ସୁରକ୍ଷା ଯୋଜନା ଅଧୀନସ୍ଥ ସମସ୍ତ ହିତାଧିକାରୀଙ୍କ ମାସିକ ପେନସନ୍ ୫୦୦ଟଙ୍କାକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫଳରେ ହିତାଧିକାରୀମାନେ ଚଳିତ ଫେବ୍ରୁଆରି ମାସରୁ ବର୍ଦ୍ଧିତ ହାରରେ ପେନସନ୍ ପାଇବେ। Advertisement