ଖୋର୍ଦ୍ଧା,୨୦/୧(ଡି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜlଲରେ ଖୋର୍ଦ୍ଧା ଜିଲ୍ଲା କେରେଙ୍ଗ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ବିଦ୍ୟୁତ ପ୍ରଭା ଜେନା l ସେ ନିଜ କଲେଜର ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନଙ୍କ ଏରିୟର ବିଲ୍ କରିବା ପାଇଁ ୫୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଟିମ୍ ହାତରେ ଧରା ପଡିଛନ୍ତି।