ଜମିଜମା ବିବାଦକୁ କେନ୍ଦ୍ର କରି ଦାଦା ଓ ଭାଉଜଙ୍କୁ ହତ୍ୟା l

29
ADVERTISEMENT

ଖଲ୍ଲିକୋଟ,୨୦/୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ସାକିରି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଦାଦା ଓ ଭାଉଜଙ୍କୁ ହତ୍ୟା l ଖଣ୍ଡାରେ ହାଣି ନିଜ ଦାଦା ଓ ଭାଉଜଙ୍କୁ ହତ୍ୟା କଲା ସଂପର୍କୀୟ ପୁତୁରା । ମୃତକମାନେ ହେଲେ ଦାଦା ଶିବ ଡାକୁଆ (୬୦) ଓ ଭାଉଜ ଜୟନ୍ତୀ ଡାକୁଆ(୩୦)। ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି l ଏବଂ ତା ନିକଟରୁ ରକ୍ତଲଗା ଖଣ୍ଡା ଜବତ କରି ତଦନ୍ତ ଆରମ୍ଭ କରିଛି।

Advertisement