ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ କେଶରୀପାଟଣା ନିକଟରେ ସ୍କୁଟି ଓ ବାଇକ୍ ମଧ୍ୟରେ ଧକ୍କା,୫ ଜଣକର ମୃତ୍ୟୁ l

44
ADVERTISEMENT

ସୋରଡ଼ା,୧୯/୧(ଡି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ କେଶରୀପାଟଣା ନିକଟରେ ସ୍କୁଟି ଓ ବାଇକ୍ ମଧ୍ୟରେ ଧକ୍କା l ଏଥିରେ ୫ ଜଣକର ମୃତ୍ୟୁ ଘଟିଥିବା ବେଳେ ମୃତକମାନେ ହେଲେ ଅସୁରବନ୍ଧର ଶ୍ରୀକାନ୍ତ ଗୌଡ଼, ଦୁଲାଡର ମନୋଜ ଡାକୁଆ, ଗୋପାଳପୁରଶାସନର ମହେନ୍ଦ୍ର ନାୟକ, ସୋରଡ଼ାର ଜୟନ୍ତ ବାତତ୍ୟା ଓ ସାନ ସୋରଡ଼ାର ରଜନୀ ଗୌଡ଼।

Advertisement