ଭିଜିଲାନ୍‌ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ l

38
ADVERTISEMENT

ଭୁବନେଶ୍ବର,୨୨/୧୨(ଡି.ଏଚ ବ୍ୟୁରୋ):-ଭିଜିଲାନ୍‌ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୭ଟି ଟିମ୍‌ ଆଜି ତାଙ୍କର ରାଜଧାନୀର ସରକାରୀ କାର୍ଯ୍ୟାଳୟ, ୟୁନିଟ୍‌-୩ ସ୍ଥିତ ସରକାରୀ ଆବାସିକ ସମେତ ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ବ୍ରହ୍ମପୁରସ୍ଥିତ ପୈତୃକ ଘର ଆଦି ୭ଟି ସ୍ଥାନରେ ଚଢ଼ଉ କରି ବିପୁଳ ସମ୍ପତ୍ତି ଠାବ କରିଛନ୍ତି। ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଛି।

Advertisement